ବିଶ୍ୱକପ୍‌ : ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ, ୧୬ ଓଭରରେ ୬୮/୩

ଲର୍ଡସ୍‌ : ବିଶ୍ୱକପ୍‌ରେ ଆଜି ଦୁଇଟି ମ୍ୟାଚ୍‌ ଖେଳା ଯାଉଛି । ଲର୍ଡସ ଠାରେ ଖେଳା ଯାଉଥିବା ଏହି ଦିବାରାତ୍ର ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ୧୬ ଓଭରରେ ମାତ୍ର ୬୮ ରନ୍‌ରେ ପାଞ୍ଚଥର ଚାମ୍ପିଅନ୍‌ ଅଷ୍ଟ୍ରେଲିଆର ପ୍ରମୁଖ ୩ଟି ଓ୍ଵିକେଟ୍‌ ପଡ଼ିଯାଇଛି । ନ୍ୟୁଜିଲାଣ୍ଡ ପକ୍ଷରୁ ଫର୍ଗୁସନ୍‌ ୨ଟି ଓ୍ଵିକେଟ୍‌ ନେଇଛନ୍ତି । ଓ୍ଵାର୍ଣ୍ଣର, ଫିଞ୍ଚ ଓ ସ୍ମିଥ୍‌ ଆଉଟ୍‌ ହୋଇଛନ୍ତି ।

AUSTRALIA-1

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.