ଅଲିମ୍ପିକ୍‌ କ୍ୟାମ୍ପ୍‌ ଛାଡ଼ିଲେ ବ୍ୟାଡମିଣ୍ଟନ ତାରକା ସିନ୍ଧୁ, ବ୍ୟକ୍ତିଗତ କାରଣରୁ ଓହରିଥିବା ନେଇ ଦେଲେ ପ୍ରତିକ୍ରୀୟ

ନୂଆଦିଲ୍ଲୀ: ଅଲିମ୍ପିକ୍‌ କ୍ୟାମ୍ପ୍‌ ଛାଡ଼ିଲେ ବ୍ୟାଡମିଣ୍ଟନ ତାରକା ସିନ୍ଧୁ । ବ୍ୟକ୍ତିଗତ କାରଣରୁ କ୍ୟାମ୍ପ୍‌ରୁ ଓହରିଲେ ପିଭି ସିନ୍ଧୁ । ୧୦ ଦିନ ବ୍ରିଟେନ୍‌ରେ କ୍ୟାମ୍ପ୍‌ରେ ସାମିଲ ଥିଲେ ସିନ୍ଧୁ ।

୨ ମାସ ଚାଲିଥାନ୍ତା ଟୋକିଓ ଅଲିମ୍ପିକ୍‌ କ୍ୟାମ୍ପ୍‌ । ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନ୍‌ସିପ ବିଜୟୀନୀ ଥିଲେ ସିନ୍ଧୁ । ଅଲିମ୍ପିକ୍‌ରେ ପଦକ ଦାବିଦାର ଥିଲେ ପିଭି ସିନ୍ଧୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.