ସଞ୍ଜନା ଗଣେଶନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ଯଶ୍‌ପ୍ରୀତ ବୁମରାହ, ଦେଖନ୍ତୁ ପ୍ରଥମ ଫଟୋ

ଭାରତୀୟ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମରାହ ଗୋଆରେ ଜଣେ ସ୍ପୋର୍ଟସ୍‌ ଆଙ୍କର ସଞ୍ଜନା ଗଣେଶନଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ନିଜ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

କହି ରଖୁଛୁ, ୨୭ ବର୍ଷୀୟ ବୁମରାହ ବ୍ୟକ୍ତିଗତ କାରଣରୁ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରୁ ଓହରି ଯାଇଥିଲେ। ଏ ନେଇ ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ଙ୍କଠାରୁ ଅନୁମତି ମାଗିଥିଲେ, ଯାହାକୁ ବି ବୋର୍ଡ ସ୍ୱୀକାର କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.