Below header

ମାଲେସିଆ ଗସ୍ତରେ ଯିବ ଭାରତୀୟ ମହିଳା ହକି ଦଳ, ୧୮ ଜଣଙ୍କ ଭିତରେ ୪ ଜଣ ଓଡ଼ିଆ

ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ଭାରତୀୟ ମହିଳା ହକି ଦଳ ମାଲେସିୟା ଯାଇ ସେଠାରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳିବ । ଏଥିପାଇଁ ଘୋଷଣା କରାଯାଇଥିବା ୧୮ ଜଣିଆ ଳରେ ଓଡ଼ିଶାର ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଦୀପଗ୍ରେସ୍‌ ଏକ୍କା, ଲିଲିମା ମିଞ୍ଜ, ସୁନୀତା ଲାକ୍ରା ଏବଂ ରସ୍ମିତା ମିଞ୍ଜ । ଦୀପଗ୍ରେସ ଦଳର ଉପଅଧିନାୟିକା ଅଛନ୍ତି । ନିୟମିତ ଅଧିନାୟିକା ରାଣୀ ଦଳରେ ନଥିବାରୁ ତାଙ୍କ ସ୍ଥାନରେ ଗୋଲରକ୍ଷିକା ସବିତା ଦଳର ନେତୃତ୍ୱ ନେବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.