Below header

ହକି ୫ଏସ୍ ଏସିଆ କପ: ଫାଇନାଲରେ ପାକିସ୍ତାନକୁ ହରାଇ ବିଜୟୀ ହେଲା ଭାରତୀୟ ପୁରୁଷ ଦଳ

ହକି ୫ଏସ୍ ଏସିଆ କପରେ ଭାରତୀୟ ପୁରୁଷ ଦଳ ବିଜେତା । ଫାଇନାଲରେ ଚିରପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇ ବିଜୟୀ ହୋଇଛି । ସୁଟ୍ଆଉଟରେ ପାକିସ୍ତାନକୁ ପରାସ୍ତ କରିଛି ଭାରତ । ଭାରତ ସୁଟ୍ଆଉଟରେ ୨-୦ ପାକିସ୍ତାନକୁ ହରାଇଛି।

ହକି ୫ଏସ୍ ଏସିଆ କପରେ ଭାରତୀୟ ପୁରୁଷ ଦଳ ବିଜେତା । ଫାଇନାଲରେ ଚିରପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇ ବିଜୟୀ ହୋଇଛି । ସୁଟ୍ଆଉଟରେ ପାକିସ୍ତାନକୁ ପରାସ୍ତ କରିଛି ଭାରତ । ଭାରତ ସୁଟ୍ଆଉଟରେ ୨-୦ ପାକିସ୍ତାନକୁ ହରାଇଛି।

ଏଥିସହ ଭାରତୀୟ ପୁରୁଷ ହକି ୫ଏସ୍ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ନିଜ ନାଁରେ କରିନେଇଛି । ନିର୍ଦ୍ଧାରିତ ସମୟ ଯାଏ ଦୁଇ ଦଳଙ୍କ ସ୍କୋର ୪-୪ ଥିଲା । ଫଳରେ ମ୍ୟାଚର ଫଳାପଳ ସୁଟ୍ଆଉଟ୍ ମାଧ୍ୟମରେ ସ୍ଥିର କରାଯାଇଥିଲା । ଭାରତର ଗୁରଜୋତ ସିଂହ ଓ ମନିନ୍ଦର ସିଂହ ସଫଳ ହୋଇଥିଲେ। ତେବେ ସୁରଜ କାରକେରା ପାକିସ୍ତାନର ସବୁ ପ୍ରୟାସକୁ ବିଫଳ କରିଦେଇଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.