ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ହକି ଟିମ୍‌

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ହକି ଟିମ୍‌ । ପୁରୁଷ ହକି ବିଶ୍ୱକପ୍‌ ପାଇଁ ଆଜି ଭାରତୀୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ହରମନ୍‌ପ୍ରୀତ ସିଂହଙ୍କ ନେତୃତ୍ୱରେ ୧୮ ଜଣ ଖେଳାଳି ପହଞ୍ଚିଛନ୍ତି ।

ଅପରାହ୍ନରେ ଝାରସୁଗୁଡ଼ା ଯିବ ହକି ଇଣ୍ଡିଆ ପୁରୁଷ ଟିମ୍‌ । ଭାରତୀୟ ଟିମ୍‌ରେ ଅଛନ୍ତି ଦୁଇ ଜଣ ଓଡ଼ିଆ । ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ୱକପ୍‌ । ୨୯ ତାରିଖ ଯାଏ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ ଓ ରାଉରକେଲାରେ ମ୍ୟାଚ୍‌ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.