IPL ୨୦୨୪ ପ୍ରଥମ ପ୍ରୋମୋ ରିଲିଜ : ନଜର ଆସିଲେ ହାର୍ଦ୍ଦିକ, ପନ୍ତ, ରାହୁଲ ଏବଂ ଶ୍ରେୟସ, ଦେଖିବାକୁ ମିଳିଲେନି ଧୋନି ଏବଂ ରୋହିତ

ଆଇପିଏଲ୍‌ ମ୍ୟାଚ ଆରମ୍ଭ ହେବା ତାରିଖ ଘୋଷଣା ହୋଇସାରିଥିବା ବେଳେ ମ୍ୟାଚର ପ୍ରସାରଣ କରୁଥିବା ଚ୍ୟାନେଲ ତରଫରୁ ଲିଗର ପ୍ରଥମ ପ୍ରୋମୋ ଜାରି ହୋଇଛି । ପ୍ରୋମୋରେ ରିଷଭ ପନ୍ତ, ଶ୍ରେୟସ ଆୟର, କେଏଲ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦେଖିବାକୁ ମିଳିଛନ୍ତି । କିନ୍ତୁ ମହେନ୍ଦ୍ର ସିଂ ଧୋନି ଏବଂ ରୋହିତ ଶର୍ମାଙ୍କୁ ପ୍ରୋମୋରେ ଦେଖିବାକୁ ମିଳିନାହିଁ ।

ଆଇପିଏଲ ନୂଆ ସିଜିନକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଇପିଏଲ୍‌ ମ୍ୟାଚ ଆରମ୍ଭ ହେବା ତାରିଖ ଘୋଷଣା ହୋଇସାରିଥିବା ବେଳେ ମ୍ୟାଚର ପ୍ରସାରଣ କରୁଥିବା ଚ୍ୟାନେଲ ତରଫରୁ ଲିଗର ପ୍ରଥମ ପ୍ରୋମୋ ଜାରି ହୋଇଛି । ଆଇପିଏଲ୍‌ ୨୦୨୪ ପ୍ରୋମୋ ସାମ୍ନାକୁ ଆସିଛି । ଏଥିରେ ହାର୍ଦ୍ଦିକଙ୍କ ସମେତ ଅନ୍ୟ ୩ଟି ଟିମର ଅଧିନାୟକ ନଜର ଆସିଛନ୍ତି । ପ୍ରୋମୋରେ ରିଷଭ ପନ୍ତ, ଶ୍ରେୟସ ଆୟର, କେଏଲ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦେଖିବାକୁ ମିଳିଛନ୍ତି । କିନ୍ତୁ ମହେନ୍ଦ୍ର ସିଂ ଧୋନି ଏବଂ ରୋହିତ ଶର୍ମାଙ୍କୁ ପ୍ରୋମୋରେ ଦେଖିବାକୁ ମିଳିନାହିଁ ।

୨୦୨୪ ଆଇପିଏଲକୁ ଫ୍ୟାନ୍ସ ଦୀର୍ଘଦିନରୁ ଅପେକ୍ଷା କରି ରହିଛନ୍ତି । ଚଳିତଥର କିଛି ନୂଆ ଦେଖିବାକୁ ମିଳିବ । ମୁମ୍ବାଇ ଇଣ୍ଡିଆନ୍ସ ଟିମର ନୂଆ ଅଧିନାୟକ ମଇଦାନକୁ ଖେଳିବାକୁ ଆସିବେ । ସେହିପରି କୋଲକତା ନାଇଟ ରାଇଡର୍ସ ଟିମର ନୂଆ ମେଣ୍ଟର ଗୌତମ ଗମ୍ଭୀର ସହିତ ମଇଦାନକୁ ଓହ୍ଲାଇବ । ଗତଥର କାର ଦୁର୍ଘଟଣା ଯୋଗୁଁ ଆହତ ହୋଇଥିବା ରିଷଭ ପନ୍ତ ଏଥର କମାଲ କରିବାକୁ ପ୍ରସ୍ତୁତ ରହିଛନ୍ତି ।

ତେବେ ଚଳିତବର୍ଷ ଆଇପିଏଲର ପ୍ରୋମୋ ଷ୍ଟାର ସ୍ପୋଟର୍ସ ଜାରି କରିଛି । ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ କୋଲକତା, ଦିଲ୍ଲୀ ଏବଂ ଲକ୍ଷ୍ନୌର ଅଧିନାୟକଙ୍କୁ ଦେଖିବାକୁ ମିଳିଛି । ପ୍ରୋମୋରେ ହାର୍ଦ୍ଦିକଙ୍କ ସମେତ ଅନ୍ୟ ୩ଟି ଟିମର ଅଧିନାୟକ ନଜର ଆସିଛନ୍ତି । ପ୍ରୋମୋରେ ରିଷଭ ପନ୍ତ, ଶ୍ରେୟସ ଆୟର, କେଏଲ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦେଖିବାକୁ ମିଳିଛନ୍ତି । କିନ୍ତୁ ମହେନ୍ଦ୍ର ସିଂ ଧୋନି ଏବଂ ରୋହିତ ଶର୍ମାଙ୍କୁ ପ୍ରୋମୋରେ ଦେଖିବାକୁ ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.