Below header

ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡଙ୍ଗୀ ISSF ବିଶ୍ୱ କପ ପାଇଁ ଚୟନ

କେନ୍ଯୁଜ୍: ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡଙ୍ଗୀ ISSF ବିଶ୍ୱ କପ ପାଇଁ ଚୟନ ହୋଇଛନ୍ତି । ୧୦ ମିଟର ରାଇଫଲ ପ୍ରତିଯୋଗିତାରେ ଭାରତୀୟ ଟିମ୍‌ରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡଙ୍ଗୀ ।

ନୂଆ ଦିଲ୍ଲୀରେ ହେବ ISSF ବିଶ୍ୱ କପ । ମାର୍ଚ୍ଚ ମାସ ୧୮ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ଇଣ୍ଟରନ୍ୟାସନାଲ ସୁଟିଙ୍ଗ ସ୍ପୋର୍ଟ ଫେଡେରସନ ପ୍ରତିଯୋଗିତା ହେବ । ଶ୍ରୀୟଙ୍କା ଏବେ କିଟ୍‌ର ଏମବିଏ ଛାତ୍ରୀ । ଶ୍ରୀୟଙ୍କା ଚୟନ ହେବା ପରେ କିଟ୍‌ ଓ କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.