ଅଲଟିମେଟ୍‌ ଖୋ ଖୋ ଫାଇନାଲରେ ଓଡ଼ିଶା, ଗୁଜରାଟ ଜେଣ୍ଟସକୁ ହରାଇଲା ୧୪ ପଏଣ୍ଟରେ

କେନ୍ୟୁଜ୍: ଅଲଟିମେଟ୍‌ ଖୋ ଖୋ ଫାଇନାଲରେ ଓଡ଼ିଶା । ଗୁଜରାଟ ଜେଣ୍ଟସକୁ ୧୪ ପଏଣ୍ଟରେ ହରାଇ ଫାଇନାଲରେ ପହଞ୍ଚିଛି ଓଡ଼ିଶା ଜଗରନଟ୍ସ । ପ୍ରଥମ କ୍ୱାଲିଫାୟାର ୪୩-୫୭ ପଏଣ୍ଟରେ ଶେଷ ହୋଇଛି । ଗୁଜରାଟ ଜେଣ୍ଟସ ଏବଂ ତେଲୁଗୁ ଯୋର୍ଦ୍ଧା ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ ଖେଳାଯିବ । ଦ୍ୱିତୀୟ କ୍ୱାଲିଫାୟାର ବିଜେତା ଓଡ଼ିଶା ଜଗରନଟ୍ସ ସହ ଫାଇନାଲ ମ୍ୟାଚ ଖେଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.