ପାରା ଏସିଆନ୍‌ ଗେମ୍‌ରେ ଓଡ଼ିଆ ଖେଳାଳିଙ୍କୁ ପଦକ

ଦିଲ୍ଲୀ(କେନ୍ଯୁଜ୍) : ପାରା ଏସିଆନ୍‌ ଗେମ୍‌ରେ ଓଡ଼ିଆ ଖେଳାଳିଙ୍କୁ ପଦକ । ବରଗଡ଼ର ପାଚୁର୍ଯ୍ଯ ଓ ସୌନ୍ଦର୍ଯ୍ଯ ପଦକ ଜିତିଛନ୍ତି । ଦେଶ ପାଇଁ ଏହି ଦୁଇ ଖେଳାଳି ପଦକ ଆଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବର୍ଦ୍ଧିତ କରିଛନ୍ତି ।

Leave A Reply

Your email address will not be published.