Below header

ମହିଳାଙ୍କ ତ୍ୱଚାରୁ ଜାଣନ୍ତୁ କିପରି ତାଙ୍କର ସ୍ୱଭାବ

ମହିଳାଙ୍କୁ ବୁଝିବା ବହୁତ କଷ୍ଠକର ବୋଲି ସବୁଠାରେ କୁହାଯାଇଥାଏ ।ମହିଳାଙ୍କୁ ବୁଝିବା ଯେପରି କଷ୍ଠକର ତାଙ୍କ ସ୍ୱଭାବ ବିଷୟରେ ଜାଣିବା ମଧ୍ୟ କଷ୍ଠକର । ତେବେ ବର୍ତ୍ତମାନ ଏହି ସମସ୍ୟାର ସମାଧାନ ମିଳିଛି।  କାରଣ ଆପଣ ମହିଳାଙ୍କ ତ୍ୱଚା ରଙ୍ଗରୁ ହିଁ ତାଙ୍କର ସ୍ୱଭାବ ଜଣିପାରିବେ ।  ଆସନ୍ତୁ  ଜାଣିବା କିପରି ଜଣା ପଡ଼ିବ ତ୍ୱଚା ରଙ୍ଗର ମହିଳାଙ୍କ ସ୍ୱଭାବ ।

ଶ୍ୟାମବର୍ଣ୍ଣ ତ୍ୱଚା

ଯେଉଁ ମହିଳାଙ୍କ ତ୍ୱଚା ଶ୍ୟାମବର୍ଣ୍ଣର ହୋଇଥାଏ ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏହି ମହିଳା ଶରୀରିକ ସ୍ତରରେ ସୁସ୍ଥ ରହିବା ସହ ମାନସିକ ସ୍ତରରେ ଦୃଢ଼ ହୋଇଥାନ୍ତି ।ଏହି ମହିଳା ସମସ୍ତଙ୍କୁ ପ୍ରେମ ଏବଂ ସମ୍ମାନର ନଜରରେ ଦେଖିଥାନ୍ତି ।

skin-color

ଗୋରା ତ୍ୱଚା

ଗୋରା ତ୍ୱଚା ବିଶିଷ୍ଠ ମହିଳା ସବୁବେଳେ ଆର୍କଷଣର କେନ୍ଦ୍ର ପାଲିଟିଥାନ୍ତି । ଏହି ବର୍ଣ୍ଣର ମହିଳାଙ୍କର ମସ୍ତିଷ୍କ ତିକ୍ଷ୍ନ ହେବା ସହ ପାଠପଢ଼ାରେ ମଧ୍ୟ ଭଲଥାନ୍ତି । ଏହି ବର୍ଗର ମହିଳାଙ୍କୁ ଜୀବନରେ ବହୁତ କମ ଆର୍ଥିକ ଅଭାବ ଦେଖିବାକୁ ମିଳିଥାଏ ।

ଗହମବର୍ଣ୍ଣ ତ୍ୱଚା

ଏହି ବର୍ଣ୍ଣର ମହିଳା ପରିଶ୍ରମୀ ହେବା ସହ ବେଳେବେଳେ କିଛି କଥାରେ ଅଳସୁଆମି ମଧ୍ୟ ଦେଖାଇଥାନ୍ତି । ଜୀବନରେ କିଛି ହାସିଲ କରିବାର ଇଛା ଏହି ମହିଳାଙ୍କ ପାଖରେ ଭରପୁର ମାତ୍ରାରେ ରହିଥାଏ । ଏହି ବର୍ଗର ମହିଳାଙ୍କ ମଧ୍ୟରେ ସହନଶୀଳତା ରହିବା ସହ ଅନ୍ୟକୁ ସାହାର୍ଯ୍ୟ କାରିବା ଗୁଣ ରହିଥାଏ।

skin color

କଳା ତ୍ୱଚା

ଯେଉଁ ମହିଳାଙ୍କ ବର୍ଣ୍ଣ କଳା ହୋଇଥାଏ ସେମାନେ ବହୁତ ସର୍ମପିତ ସ୍ୱଭାବର ହୋଇଥାନ୍ତି । ପ୍ରେମ ସଂପର୍କରେ ଏହି ମହିଳା ଅନେକ ପ୍ରକାରର ତ୍ୟାଗ କରିଥାନ୍ତି । ଏମାନେ ଆଖି ବନ୍ଦ କରି ବହୁ ସହଜରେ ଜଣଙ୍କ ଉପରେ ବିଶ୍ୱାସ କରିଥାନ୍ତି। ଏଥିପାଇଁ ଅନେକ ଥର ବିଶ୍ୱସ ଘାତକତାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.