ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ହେଲେ ରାହୁଲ ଦ୍ରାବିଡ,ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ କରିବେ ଦାୟିତ୍ୱ ଗ୍ରହଣ

କେନ୍ୟୁଜ୍(ବ୍ୟୁରୋ): ରାହୁଲ ଦ୍ରାବିଡ ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ । ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ହେଲେ ରାହୁଲ ଦ୍ରାବିଡ । ରାହୁଲଙ୍କ ନାମକୁ ଅନୁମୋଦନ ଦେଲେ କ୍ରିକେଟ ପରାମର୍ଶଦାତା କମିଟି। ଏନେଇ BCCI ପକ୍ଷରୁ ସୂଚନା । ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଦାୟିତ୍ୱ ଗ୍ରହଣ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ।

ଚଳିତ ଟି-ଟେ୍ଵଣ୍ଟି ବିଶ୍ୱକପ୍‌ ପରେ ମୁଖ୍ୟ କୋଚ୍‌ ଭାବରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସରୁଛି । ତାପରେ ଦାୟିତ୍ୱ ନେବେ ଇପାରନ୍ତି ଦ୍ରାବିଡ । ୨୦୨୩ ବିଶ୍ୱକପ୍‌ ଯାଏ ହେଡ୍‌ କୋଚ୍‌ ପଦରେ ରହିବେ ।

Leave A Reply

Your email address will not be published.