ମୈଇଦାନରେ ସୁପରମ୍ୟାନ ଭାବେ ନଜର ଆସିଲେ ରବିନ୍ଦ୍ର ଜାଡେଜା, ଦେଖନ୍ତୁ ଭିଡ଼ିଓ

ଭାରତ-ନ୍ୟୁଜଲ୍ୟାଣ୍ଡ ଭିତରେ କ୍ରିଷ୍ଟଚର୍ଚ୍ଚ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ରବିନ୍ଦ୍ର ଜାଡେଜା ମୈଇଦାନରେ ସୁପରମ୍ୟାନ ଭାବେ ନଜର ଆସିଥିଲେ । ପବନରେ ଡେଇଁ ଡେଇଁ ଫିଲଡିଙ୍ଗ କରିଥିଲେ ଜାଡେଜା। ସମସ୍ତେ ଜାଣନ୍ତି କି ବିଶ୍ୱର ସବୁଠାରୁ ସାନଦାର ଫିଲଡର୍‌ ମାନଙ୍କ ଭିତରେ ରବିନ୍ଦ୍ର ଜାଡେଜା ଅନ୍ୟତମ । ତାଙ୍କ ଫିଲଡିଙ୍ଗ ଭାରତୀୟ ଟିମ୍‌ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ।

ଏହି ମ୍ୟାଚରେ ଯେତେବେଳେ ଭାରତୀୟ ଟିମକୁ କୌଣସି ଓ୍ଵିକେଟ୍‌ ମିଳିନଥିଲା ସେତେବେଳେ ଜାଡେଜା ଭାରତୀୟ ଟିମକୁ ସଫଳତା ଦେଇଥିଲେ । ସେହି ସମୟରେ ଜାଡେଜା ଏକ ରୋମାଞ୍ଚକ ଫିଲଡିଙ୍ଗ କରିଥିଲେ । ଯାହା ଏହି ବର୍ଷର ସବୁଠାରୁ ଭଲ କ୍ୟାଚ୍‌ ଭାବେ ପ୍ରଶଂସା କରାଯାଇଛି ।

ଦେଖନ୍ତୁ ଭିଡିଓ: 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.