ଇଣ୍ଡିଜ୍‌ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା, କୋହଲି ଅଧିନାୟକ ଓ ରୋହିତ ଉପଅଧିନାୟକ

ମୁମ୍ବାଇ : ଆସନ୍ତା ମାସ େଓ୍ଵଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ଟିମ୍‌ ଭାରତ ଗସ୍ତରେ ଆସୁଛି । ଏହି ଗସ୍ତ ବେଳେ ଦିନିନିକିଆ ଓ ଟି-୨୦ ସିରିଜ୍‌ ଖେଳିବ । ଏଥିପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ବିରାଟ କୋହଲିଙ୍କ ନେତୃତ୍ୱରେ ଉଭୟ ଫର୍ମାଟ୍‌ରେ ଦଳ ଖେଳିବ । ରୋହିତ ଶର୍ମା ଉପଅଧିନାୟକ ରହିଛନ୍ତି । ଆଜି କୋଲକାତା ଠାରେ ବିସିସିଆଇ ସିନିୟର ଚୟନ କମିଟି ବସି ଖେଳାଳି ତାଲିକା ସ୍ଥିର କରିଥିଲେ ।

TEAM-1

କାଲି ପିଙ୍କ୍‌ ବଲ୍‌ ଟେଷ୍ଟ

ଆସନ୍ତାକାଲି ଏଠାକାର ଇଡେନ୍‌ ଗାର୍ଡନ୍‌ସରେ ଖେଳାଯିବ ଐତିହାସିକ ପିଙ୍କ ବଲ୍‌ ମ୍ୟାଚ୍‌ । ଏହା ଦିନ ୧ଟାରୁ ଆରମ୍ଭ ହେବ । ଏହାକୁ ନେଇ ତାଙ୍କ ଖେଳାଳିମାନେ ଖୁବ୍‌ ଉତ୍ସାହିତ ବୋଲି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.