ଆଜିଠୁ ହକିରେ ଅସଲ ଲଢେଇ, ଆରମ୍ଭ ହେବ କ୍ୱାର୍ଟର ଫାଇନାଲ୍‌ ରେସ୍‌

ଭୁବନେଶ୍ବର(କେନ୍ୟୁଜ୍) : ଆଜିଠୁ ହକିରେ ଅସଲ ଲଢେଇ । ଆରମ୍ଭ ହେବ କ୍ୱାର୍ଟର ଫାଇନାଲ୍‌ ରେସ୍‌ । ଯିଏ ଜିତିବ ସେ ସେମି ଫାଇନାଲ୍‌ ଯିବ । ହାରିଲେ ଟୁର୍ଣ୍ଣାମେଣ୍ଟରୁ ବିଦା ହେବ । ପ୍ରଥମ କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନା-ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ । ରାତି ୭ଟାରେ ଏହି ମ୍ୟାଚ ଖେଳାଯିବ । ଲିଗ ମ୍ୟାଚରେ ଉଭୟ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ଦମଦାର ପ୍ରଦର୍ଶନ କରିଛନ୍ତି । ଟୁର୍ଣ୍ଣାମେଣ୍ଟରେ ଅପରାଜୟ ରହିଛି ଅଷ୍ଟ୍ରେଲିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.