ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲି ଗିରଫ, ଜାଣନ୍ତୁ କାହିଁକି

ମୁମ୍ବାଇ: ବିନୋଦ କାମ୍ବଲି ଗିରଫ। ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲି ଗିରଫ । ବାନ୍ଦ୍ରା ସ୍ଥିତ ବିଲ୍ଡିଂ ପାର୍କିଂରେ ଥିବା କାରକୁ ନିଶାଶକ୍ତ ଅବସ୍ଥାରେ ମାଡ଼ କଲେ କାମ୍ବଲି।

ପୂର୍ବତନ ଭାରତୀୟ କ୍ରିକେଟର ରମେଶ ପାଓ୍ଵରଙ୍କ ସ୍ତ୍ରୀଙ୍କ କାରକୁ ଧକ୍କା ଦେଇଥିଲେ କାମ୍ବଲି। କାରକୁ ଧକ୍କା ଦେବା ପରେ କାନ୍ଥକୁ ପିଟିହୋଇଥିଲା ତାଙ୍କ କାର। ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି। ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ଜାମିନ୍‌ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.