ଓଜେଇଇ-୨୦୨୧ ର ଅନ୍‌ଲାଇନ କାଉନସେଲିଂ ଅକ୍ଟୋବର ୫ ରୁ ଆରମ୍ଭ

ଭୁବନେଶ୍ୱର : MBA, MCA, M.Tech, M. Arch, M.Plan, M.Pharm, LE-Tech(Diploma), LE-Tech(B.Sc), LE-Pharm ଓ ଇଣ୍ଟିଗ୍ରେଟେଡ MBA ପ୍ରୋଗ୍ରାମ ପାଇଁ ଓଜେଇଇ ର େଓ୍ଵବ ବେସ୍ଡ କାଉନସିଲିଂ ପ୍ରକ୍ରିୟା ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।

ସମ୍ପୁର୍ଣ୍ଣ କାର୍ଯ୍ୟସୂଚୀ, ସିଟ୍‌ ମାଟ୍ରିକ୍ସ ଓ କାଉନସେଲିଂ ବ୍ରୋଚ୍ୟୁର ଜାଣିବା ପାଇଁ ପ୍ରାର୍ଥୀ ଓଜେଇଇ ର େଓ୍ଵବସାଇଟ୍‌ (www.ojee.nic.in/www.odishajee.com) କୁ ଯାଇପାରିବେ ବୋଲି ଓଜେଇଇ ଅଧ୍ୟକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି । ଅନ୍ୟ କୋର୍ସ ପାଇଁ େଓ୍ଵବ୍‌ କାଉନସେଲିଂ ର ତାରିଖ ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ଓଜେଇଇ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.