ସଚିବାଳୟରେ ଅନୁଷ୍ଠିତ ହେଲା ବାହୁଡା ଯାତ୍ରା, ଆସନ୍ତା କାଲି ସୁନାବଶେ

ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରା ସଚିବାଳୟରେ ଅନୁଷ୍ଠିତ ହୋଇଛି । ରୀତିନୀତିରେ ତିନି ଠାକୁରଙ୍କ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା । ଘଣ୍ଟଘଣ୍ଟା, ମୃଦଙ୍ଗ, ଜୟ ଜଗନ୍ନାଥ ଧ୍ୱନିରେ କଂପିଥିଲା ପରିବେଶ । ମହାପ୍ରଭୁ ରଥକୁ ଭାବ ଓ ଭକ୍ତିର ସହ ଟାଣିଥିଲେ ଶ୍ରଦ୍ଧାଳୁ । ଆସନ୍ତାକାଲି ଏଠାରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.