Below header

ପିକଅପ ଭ୍ୟାନ ଓଲଟି ଜଣେ ମୃତ ୧୨ ଆହତ

ପିକଅପ ଭ୍ୟାନ ଓଲଟି ଜଣେ ମୃତ ୧୨ ଆହତ। ମୃତକ ଜଣକ ହେଲେ ୬୦ ବର୍ଷୀୟ ସୁବଳ ପଟେ ।  ସୁନ୍ଦରଗଡ଼ ଭଷ୍ମା ଥାନା ଗୁଲଠା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକଅପ ଭ୍ୟାନ ।

ସୁନ୍ଦରଗଡ଼: ପିକଅପ ଭ୍ୟାନ ଓଲଟି ଜଣେ ମୃତ ୧୨ ଆହତ। ମୃତକ ଜଣକ ହେଲେ ୬୦ ବର୍ଷୀୟ ସୁବଳ ପଟେ ।  ସୁନ୍ଦରଗଡ଼ ଭଷ୍ମା ଥାନା ଗୁଲଠା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକଅପ ଭ୍ୟାନ । କେନାପାଲି ଗ୍ରାମର କୀର୍ତ୍ତନ ମଣ୍ଡଳୀର  ୨୦ ଜଣ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘଟାଇ ଡ଼୍ରାଇଭର ଫେରାର। ୧୮ ଜଣ ସମସ୍ତ ଗୁରୁତରଙ୍କୁ ମଙ୍ଗସପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । କେନାପାଲିର କୀର୍ତ୍ତନ ମଣ୍ଡଳୀ ଦଳ ଝାରସୁଗୁଡାର ତାଳପଟିଆ ଗ୍ରାମକୁ କୀର୍ତ୍ତନ ନାଚିବା ପାଇଁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା ।  ଘଟଣା ସ୍ଥଳରେ ଭଷ୍ମା ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.