Browsing Tag

man death

ପିକଅପ ଭ୍ୟାନ ଓଲଟି ଜଣେ ମୃତ ୧୨ ଆହତ

ସୁନ୍ଦରଗଡ଼: ପିକଅପ ଭ୍ୟାନ ଓଲଟି ଜଣେ ମୃତ ୧୨ ଆହତ। ମୃତକ ଜଣକ ହେଲେ ୬୦ ବର୍ଷୀୟ ସୁବଳ ପଟେ ।  ସୁନ୍ଦରଗଡ଼ ଭଷ୍ମା ଥାନା ଗୁଲଠା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକଅପ ଭ୍ୟାନ । କେନାପାଲି ଗ୍ରାମର କୀର୍ତ୍ତନ ମଣ୍ଡଳୀର  ୨୦ ଜଣ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘଟାଇ…

ନଦୀ ପାର ହେବା ସମୟରେ ପଥରରେ ଖସି ପଡି ଯୁବକଙ୍କ ମୃତ୍ୟୁ

ବାଲିଗୁଡା : ବାଲିଗୁଡା ଥାନା ଋତୁଙ୍ଗିଆ ପଂଚାୟତ ଅନ୍ତର୍ଗତ ବାଲିମସ୍ତି ଗାଁରେ ଅଭାବନୀୟ ଘଟଣା l ନଦୀ ପାର ହେବା ସମୟରେ ପଥରରେ ଖସି ପଡି  ଯୁବକଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ହେଲେ ବାଲିମସ୍ତି ଗ୍ରାମର ଲମ୍ବୋଦର ମଲିକ l ସୂଚନା ଅନୁଯାୟୀ ମୃତ ଯୁବକ ଜଣକ ନିଜ ଗାଁ ବାଲିମସ୍ତିରୁ…

ବୌଦ୍ଧ ଗୁନ୍ଦୁଲିଆ ହନୁମାନ ମନ୍ଦିର ଛକ ନିକଟରେ ଅଘଟଣ, ଚଳନ୍ତା ଟ୍ରାକ୍ଟରରୁ ଖସି ଯୁବକ ମୃତ

ବୌଦ୍ଧ(କେନ୍ଯୁଜ୍): ଅଘଟଣ । ଚଳନ୍ତା ଟ୍ରାକ୍ଟରରୁ ଖସି ଯୁବକ ମୃତ । ବୌଦ୍ଧ ବ୍ଲକ ଗୁନ୍ଦୁଲିଆ ହନୁମାନ ମନ୍ଦିର ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ସୂଚନା ମୁତାବକ, ଏକ ସିମେଣ୍ଟ ବୋଝେଇ ଟ୍ରାକ୍ଟର ଯାଉଥିବା ସମୟରେ ହଠାତ୍ ଚଳନ୍ତା ଟ୍ରାକ୍ଟରରୁ ଖସିପଡିଥିଲେ ଜଣେ  ଯୁବକ।…

ନିର୍ଗୁଣ୍ଡି ଟୋଲଗେଟ୍‌ ନିକଟରେ ଯୁବକଙ୍କୁ ଗଳାକାଟି ନିର୍ମମ ହତ୍ୟା

ଚୌଦ୍ୱାର(କେନ୍ଯୁଜ୍): ଯୁବକଙ୍କୁ ଗଳାକାଟି ନିର୍ମମ ହତ୍ୟା । ଗତକାଲି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନିର୍ଗୁଣ୍ଡି ଟୋଲଗେଟ୍‌ ନିକଟରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତି ହେଲେ ଚୌଦ୍ୱାର ଅଞ୍ଚଳର ଅଶୋକ ମହାନ୍ତି । ସେ ଜଣେ ଶ୍ରମିକ ବୋଲି ଜଣାପଡ଼ିଛି । ଏକ…

ଅନୁଗୁଳ: ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଅନୁଗୁଳ(କେନ୍ୟୁଜ୍): ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ। ଅନୁଗୁଳ ଜିଲ୍ଲା କଣିହାଁ ଥାନା ପୋଲିସ ବିରୋଧରେ ଏଭଳି ଅଭିଯୋଗ ଆସିଛି। ମୃତକଙ୍କ ନାଁ ଦୀପକ ବାରିକ ଓ ଘର ବଡ଼ଗୁଣ୍ଡୁରୀ ଗାଁରେ। ଅଭିଯୋଗ ହୋଇଛି, ଦୀପକଙ୍କ ସ୍ତ୍ରୀ ଘରୋଇ କଳହକୁ କେନ୍ଦ୍ର କରି ତାଙ୍କ ନାଁରେ ମାରପିଟ ଅଭିଯୋଗ…

ରାଜଗାଙ୍ଗପୁର ଥାନା ହାଜତ ଭିତରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ୧୮ ପ୍ଲାଟୁନ୍‌ ଫୋର୍ସ ମୁତୟନ

ସୁନ୍ଦରଗଡ଼(କେନ୍ୟୁଜ୍) : କେନ୍ୟୁଜ୍ ଥାନା ହାଜତ ଭିତରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଭିତରେ ଥିବା ପାଇଖାନାରେ ଜଣେ କଏଦୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ରାଜଗାଙ୍ଗପୁର ଥାନା କୁରୁମୁରୁ ଅଞ୍ଚଳ ରାଇକାକଛ ଗାଁର ଜୟ…