ଯାଞ୍ଚ ସମୟରେ ଗାଡ଼ି ଭିତରୁ ୧୦ ଲକ୍ଷ ଟଙ୍କା ଜବତ
ଗାଡ଼ି ଭିତରୁ ୧୦ ଲକ୍ଷ ଟଙ୍କା ଜବତ । ବରଗଡ଼ ପୋଲିସ ପକ୍ଷରୁ ହଳଦୀପାଲି ଛକ ଠାରେ ଯାଞ୍ଚ ସମୟରେ ଧରାପଡିଲା ୧୦ ଲକ୍ଷ ଟଙ୍କା । ବରପାଲିରୁ ସମ୍ବଲପୁର ଯାଉଥିବା ଏକ ଗାଡ଼ିରୁ ଧରାପଡିଲା ୧୦ ଲକ୍ଷ ଟଙ୍କା ।

ବରଗଡ଼ (କେନ୍ୟୁଜ୍): ଗାଡ଼ି ଭିତରୁ ୧୦ ଲକ୍ଷ ଟଙ୍କା ଜବତ । ବରଗଡ଼ ପୋଲିସ ପକ୍ଷରୁ ହଳଦୀପାଲି ଛକ ଠାରେ ଯାଞ୍ଚ ସମୟରେ ଧରାପଡିଲା ୧୦ ଲକ୍ଷ ଟଙ୍କା । ବରପାଲିରୁ ସମ୍ବଲପୁର ଯାଉଥିବା ଏକ ଗାଡ଼ିରୁ ଧରାପଡିଲା ୧୦ ଲକ୍ଷ ଟଙ୍କା । ପୋଲିସ ଟଙ୍କା ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଟଙ୍କା ଧରି ଯାଉଥିବା ବ୍ୟକ୍ତି ସମ୍ବଲପୁର ସହର ସ୍ଥିତ ଗୋପାଲମାଳର ଚୂରାମଣୀ ଦୋରା ବୋଲି ଜଣାପଡ଼ିଛି ।