ସମ୍ବଲପୁର ଅଇଁଠାପାଲି ଛକ ବାଟମଙ୍ଗଳା ମନ୍ଦିର ଆଗରୁ ୧୦ଫୁଟର ଅଜଗର ଉଦ୍ଧାର

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରୁ ବିରାଟ ଅଜଗର ଉଦ୍ଧାର। ଅଇଁଠାପାଲି ଛକ ନିକଟ ବାଟମଙ୍ଗଳା ମନ୍ଦିର ଆଗରୁ ଏହି ଅଜଗର ସାପକୁ ଉଦ୍ଧାର କରାଯାଉଥିଲା। ରାସ୍ତା ପାର ହେଉଥିବା ବେଳେ ଦୁଇ ଜଣ ବାଇକ୍‌ ଆରୋହୀ ସାପଟିକୁ ଦେଖିଥିଲେ। ଏହାପରେ ସାପଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଉଦ୍ଧାର ସାପର ଲମ୍ବ ପ୍ରାୟ ୧୦ଫୁଟ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.