ରାଜ୍ୟରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଲକ୍ଷ୍ୟ, ୧୧୮୧ ଜଣ ମେଡିକାଲ ଅଧିକାରୀଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟ ସେବା OHMS କ୍ୟାଡର ଅଧୀନରେ ୧୧୮୧ ଏଲୋପାଥିକ ଡାକ୍ତରଙ୍କୁ NIC ଭୁବନେଶ୍ୱର ଦ୍ୱାରା ଅନ୍ଲାଇନ କାଉନ୍ସେଲିଂ ମାଧ୍ୟମରେ ସ୍ଥିର ହୋଇଥିବା ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
କେନ୍ୟୁଜ୍(ବ୍ୟୁରୋ): ୧୧୮୧ ମେଡିକାଲ ଅଧିକାରୀଙ୍କୁ ନିଯୁକ୍ତି । ରାଜ୍ୟରେ ୧୧୮୧ ଜଣ ମେଡିକାଲ ଅଧିକାରୀଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ । ୧୧୮୧ ମେଡିକାଲ ଅଧିକାରୀଙ୍କୁ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟ ସେବା OHMS କ୍ୟାଡର ଅଧୀନରେ ୧୧୮୧ ଏଲୋପାଥିକ ଡାକ୍ତରଙ୍କୁ NIC ଭୁବନେଶ୍ୱର ଦ୍ୱାରା ଅନ୍ଲାଇନ କାଉନ୍ସେଲିଂ ମାଧ୍ୟମରେ ସ୍ଥିର ହୋଇଥିବା ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଲକ୍ଷ୍ୟ ରହିଛି ।