ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ସୁସ୍ଥ ହେଲେ ୧୧ ହଜାର ୮୮୧ ଜଣ ଆକ୍ରାନ୍ତ

ଭୁବନେଶ୍ୱର(କେ ନ୍ୟୁଜ): ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ସୁସ୍ଥ ହେଲେ ୧୧ ହଜାର ୮୮୧ ଜଣ କରୋନା ରୋଗୀ | ଯାହାକୁ ମିଶାଇ ରାଜ୍ୟରେ ମୋଟ ସଂଖ୍ୟା ୬ ଲକ୍ଷ ୭୦ ହଜାର ୫୨୭କୁ ବୃଦ୍ଧି ପାଇଛି | ଆଜିର ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି ସର୍ବାଧିକ ୧୬୯୦ ଜଣ | ୧୧୫୪ ସଂଖ୍ୟା ସହ ଦ୍ଵିତୀୟରେ ଅନୁଗୁଳ ଥିବା ବେଳେ ୧୦୬୬ ସଂଖ୍ୟା ସହ ତୃତୀୟାରେ ଅଛି କଟକ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.