Below header

ବଜ୍ରାଘାତରେ ଚାଲିଗଲା ୧୩ଟି ଗୋରୁଙ୍କ ଜୀବନ

ବଜ୍ରପାତ ଘଟି ୧୩ଟି ଗାଇ ଗୋରୁଙ୍କର ମୃତ୍ୟୁ ହୋଇଛି । ଗୋରୁ ଗୁଡ଼ିକ ଗ୍ରାମ ନିକଟ ପଡ଼ିଆରେ ଚରୁ ଥିବା ବେଳେ ବଜ୍ରପାତ ଘଟିଥିଲା ଘଟଣା ସ୍ଥଳରେ ୧୩ଟି ଗାଇଙ୍କର ମୃତ୍ୟୁ ହୋଇଛି ।

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ସଦର ବ୍ଳକ ଅନ୍ତର୍ଗତ ସୋଗରପସି ପଞ୍ଚାୟତର ଆରଦା ଗ୍ରାମରେ ଅଘଟଣ। ବଜ୍ରପାତ ଘଟି ୧୩ଟି ଗାଇ ଗୋରୁଙ୍କର ମୃତ୍ୟୁ ହୋଇଛି । ଗୋରୁ ଗୁଡ଼ିକ ଗ୍ରାମ ନିକଟ ପଡ଼ିଆରେ ଚରୁ ଥିବା ବେଳେ ବଜ୍ରପାତ ଘଟିଥିଲା ଘଟଣା ସ୍ଥଳରେ ୧୩ଟି ଗାଇଙ୍କର ମୃତ୍ୟୁ ହୋଇଛି ।

ଘଟଣା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ନିଜ ନିଜ ଗୋରୁ ଗାଇ ଚିହ୍ନଟ କରିବା ସହ ମୃତ ଗୋରୁ ମାଲିକ ମାନେ ସରକାରଙ୍କ ପକ୍ଷରୁ କ୍ଷତି ପୁରଣ ପାଇଁ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.