Below header

କଟକ: CMCରୁ ପୁଣି ୧୬ ପଜିଟିଭି ଚିହ୍ନଟ, ୧୪ କ୍ବାରେଣ୍ଟାଇନ ୨ ଲୋକାଲ କେସ୍

କଟକ(କେନ୍ୟୁଜ୍): କଟକରେ ଉଦବେଗ ବଢାଇଛି କୋରୋନା ସଂକ୍ରମଣ। ଆଜି ପୁଣି ୧୬ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛି ସିଏମସି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଏସସିବି ମେଡିକାଲର  ୬ ଜଣ  ରୋଗୀଙ୍କ ସଂମ୍ପକୀୟ ଓ ୮ ଜଣ ହେଉଛନ୍ତି ହୋମ କ୍ବାରେଣ୍ଟାଇନ କେସ୍। ଏହା ସହିତ ୨ ଟି ଲୋକାଲ କେସ୍ ରହିଛି। ଏହି ଲୋକାଲ ଆକ୍ରାନ୍ତ ହେଉଛନ୍ତି ୭୫ ବର୍ଷୀୟ ପୁରୁଷ ଡଗରପଡାର ଓ ୩୫ ବର୍ଷୀୟା ମହିଳା ସୂତାହାଟ ଅଞ୍ଚଳର ବୋଲି ଟ୍ବିଟ ଯୋଗେ ସୂଚନା ଦେଇଛି ସିଏମସି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.