Below header

ଖେଳୁଥିବା ବେଳେ କୂଅରେ ପଡି ୨ ଶିଶୁ ମୃତ

ଜଣକ ବୟସ ୧ବର୍ଷ ହୋଇଥିବା ବେଳେ ଅନ୍ୟ ଜଣେ ଶିଶୁରବ ବୟସ ୨ବର୍ଷ । ସେମାନେ ସମ୍ପର୍କରେ ଦୁଇ ଭଉଣୀ । ଦୁଇ ଶିଶୁଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିବେଶ । ୨ ଶିଶୁଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ ।

ସୁବର୍ଣ୍ଣପୁର(କେନ୍ୟୁଜ୍):ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରରେ ବଡ ଅଘଟଣ । କୂଅରେ ପଡି ୨ ଶିଶୁ ମୃତ । ଖେଳୁଥିବା ବେଳେ ଘର ପଛପଟ କୂଅରେ ୨ ଶିଶୁ ପଡିଯାଇଥିଲେ । ଜଣଙ୍କୁ ବୀରମହାରାଜପୁର ଓ ଅନ୍ୟ ଜଣକୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଜଣକ ବୟସ ୧ବର୍ଷ ହୋଇଥିବା ବେଳେ ଅନ୍ୟ ଜଣେ ଶିଶୁରବ ବୟସ ୨ବର୍ଷ । ସେମାନେ ସମ୍ପର୍କରେ ଦୁଇ ଭଉଣୀ । ଦୁଇ ଶିଶୁଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିବେଶ । ୨ ଶିଶୁଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ । ମୃତକ ହେଲେ ଆଲୋକ ମିଶ୍ରଙ୍କ ଝିଅ ଦିଶା ମିଶ୍ର ଏବଂ ସଂଗ୍ରାମ ଶତପଥିଙ୍କ ଝିଅ ସିଦ୍ଧିଶ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.