Below header

କେନ୍ଦୁଝରରେ ବାଇକ୍‌ ଓ ସ୍କୁଟି ମୁହାଁମୁହିଁ ଧକ୍କା, ୨ ମୃତ

କେନ୍ଦୁଝର(କେନ୍ୟୁଜ୍): ବାଇକ୍‌ ଓ ସ୍କୁଟି ମୁହାଁମୁହିଁ ଧକ୍କା, ୨ ମୃତ। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ତୁରୁମୁଙ୍ଗା-ଚମ୍ପୁଆ ରାସ୍ତାର ବୁଢ଼ିକାପୁଡ଼ି ନିକଟରେ ଘଟିଛି ଦୁର୍ଘଟଣା । ସ୍କୁଟି ସହ ବାଇକ୍‌ ଧକ୍ଳା ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ତୁରୁମୁଙ୍ଗା ଥାନା ତେନ୍ତେଳା ଗାଁର କାର୍ତ୍ତିକ ମହାରଣା ବୋଲି ସୂଚନା ମିଳିଛି । ଅନ୍ୟ ଜଣେ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଚାଲିଛଇ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.