Below header

ବଲାଙ୍ଗିର:ଦେଓଗାଁ ଥାନା ଜରସିଙ୍ଗା ଗାଁରେ ଗୋଷ୍ଠୀ ସଂଘର୍ଷ, ଦୁଇ ମୃତ ଦୁଇ ଗୁରୁତର

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଜରସିଙ୍ଗା ଗାଁରେ ଗୋଷ୍ଠୀ ସଂଘର୍ଷ । ଦୁଇ ମୃତ ଦୁଇ ଗୁରୁତର  । ମୃତକ ହେଲେ ଶ୍ରୀପତି ଭେଶ୍ରା ଓ ଧନମତ ରାଉତ ।   ମୁଗ କିଆରୀରେ ପାଣି ମଡ଼ାଇବା ନେଇ ଉଭୟଙ୍କ ଭିତରେ ବିବାଦ ହୋଇଥିଲା । ପରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଏହି ଗଣ୍ଡଗୋଳରେ ଦୁଇଜଣ ମୃତ୍ୟୁ ହେବା ସହ ଦୁଇ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.