ଗଜପତି: ମହିଳା ଚାଲାଣ କରୁଥିଲେ ୨୦ କେଜି ଗଞ୍ଜେଇ, ଆର.ଉଦୟଗିରି ପୋଲିସ କଲା ଗିରଫ

ଗଜପତି(କେନ୍ୟୁଜ): ଆର.ଉଦୟଗିରି ଅଞ୍ଚଳରୁ ୨୦ କେଜି ଗଞ୍ଜେଇ ଜବତ। ଆର ଉଦୟଗିରି ପୋଲିସ ପେଟ୍ରୋଲିଙ୍ଗ କଲାବେଳେ ଏକ ଅଟୋ ସହ ଏହି ୨୦ କେଜି ଗଞ୍ଜେଇ ଓ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସନ୍ଧ୍ୟାରାଣୀ ପାତ୍ର,ରଣାଲଇର ବିଜୟ ପାଣି, ଏବଂ ତଲଡା ସୌରାସାହିର ସୋମନାଥ ରଇତ। ଏହି ଗଞ୍ଜେଇ ସବୁ ବ୍ରହ୍ମପୁର ଚାଲାଣ କରାଯାଉଥିଲା । ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.