Below header

ଇସ୍ରୋ ଯିବେ ଓଡିଶାର ୨୦ଜଣ ଯୁବ ମହାକାଶ ବିଜ୍ଞାନୀ

ଭୁବନେଶ୍ବର(କେନ୍ୟୁଜ୍) : ଇସ୍ରୋ ଯିବେ ଓଡ଼ିଶାର ୨୦ ଜଣ ଯୁବ ମହାକାଶ ବିଜ୍ଞାନୀ। ଆଜି ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନେ ଇସ୍ରୋ ଯାଇ ମହାକାଶ ଉପରେ ଜ୍ଞାନ ଆହରଣ କରିବେ। ସେଠାରେ ରହିବେ ୭ ଦିନ। ଏଥିପାଇଁ ରାଜ୍ୟର ୩୦ଟି ଜିଲ୍ଲାରୁ ୬୩ ହଜାର ପିଲାଙ୍କ ମଧ୍ୟରୁ ଏହି ୨୦ ଜଣଙ୍କୁ ଚୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.