ମାଲକାନଗିରି : ନକ୍ସଲ ମିଲିସିଆଙ୍କୁ ପୋଲିସ କଲେ ଗିରଫ

ମାଲକାନଗିରି ପୋଲିସ ଦ୍ୱାରା ନକ୍ସଲ ମିଲିସିଆ ଗିରଫ । ଗିରଫ ମିଲିସିଆ ତ୍ରିନାଥ ଭୂମିଆ କିଛି ଦିନ ହେବ ମାଥିଲି ଅଞ୍ଚଳରେ ମାଓ ହିଂସାକାଣ୍ଡରେ ସଂପୃକ୍ତ ଥିଲା । ଟେମୁରୁପାଲି ବିସ୍ଫୋରଣ ଘଟଣାରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ତୁଳସୀ ପାହାଡ ଅଞ୍ଚଳରେ ବେଶ୍ ସକ୍ରିୟ ଥିଲା ତ୍ରିନାଥ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.