Browsing Tag

naxalist

ଛତିଶଗଡ଼ର ସୁକମାରେ ମାଓବାଦୀ- ପୋଲିସ ମୁହାଁମୁହିଁ ଘଟଣା, ଦକ୍ଷିଣ ସବ୍‌ ଜୋନାଲ ବ୍ୟୁରୋ ମାଓ ସଂଗଠନ କଲା ନିଜକୁ ଦାୟୀ

କେନ୍ୟୁଜ୍(ବ୍ୟୁରୋ):  ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର କାସଲପାଡ଼ରେ ମାଓବାଦୀ- ପୋଲିସ ମୁହାଁମୁହିଁ ଘଟଣାରେ ୧୭ ଜଣ ଯବାନ ସହିଦ ହେବା ଓ ୧୫ ଯବାନ ଆହତ ହେବା ଘଟଣାରେ ଦକ୍ଷିଣ ସବ୍‌ ଜୋନାଲ ବ୍ୟୁରୋ ମାଓ ସଂଗଠନ ସ୍ପଷ୍ଟ କରିଛି । ମାଓବାଦୀମାନେ ଗୋଟିଏ UBGL ସମେତ ୧୬ଟି ଅସ୍ତ୍ର…

ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ, ସମାଜବାଦୀ ପାର୍ଟି ନେତାଙ୍କୁ ଅପହରଣ ପରେ ଗଳାକାଟି ହତ୍ୟା

ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ। ବିଜାପୁର ଜିଲ୍ଲାରେ ସମାଜବାଦୀ ପାର୍ଟିର ନେତାଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ। ଛତିଶଗଡ଼ର ସମାଜବାଦୀ ପାର୍ଟି ରାଜ୍ୟ ଉପସଭାପତି ସନ୍ତୋଷ ପୁନେମଙ୍କୁ ଅପହରଣ କରି ହତ୍ୟା କରିଛନ୍ତି। ଗତକାଲି ସେ ଏକ ରାସ୍ତା ନିର୍ମାଣ କାମ…

ମାଲକାନଗିରି : ନକ୍ସଲ ମିଲିସିଆଙ୍କୁ ପୋଲିସ କଲେ ଗିରଫ

ମାଲକାନଗିରି ପୋଲିସ ଦ୍ୱାରା ନକ୍ସଲ ମିଲିସିଆ ଗିରଫ । ଗିରଫ ମିଲିସିଆ ତ୍ରିନାଥ ଭୂମିଆ କିଛି ଦିନ ହେବ ମାଥିଲି ଅଞ୍ଚଳରେ ମାଓ ହିଂସାକାଣ୍ଡରେ ସଂପୃକ୍ତ ଥିଲା । ଟେମୁରୁପାଲି ବିସ୍ଫୋରଣ ଘଟଣାରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ତୁଳସୀ ପାହାଡ ଅଞ୍ଚଳରେ ବେଶ୍ ସକ୍ରିୟ ଥିଲା ତ୍ରିନାଥ ।

ମାଲକାନଗିରିରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୩ SOG ଯବାନ ଗୁରୁତର

ମାଲକାନଗିରିରେ ପୁଣି ମାତିଲେ ମାଓବାଦୀ। ମାଥିଲି ଥାନା ଗଗାପଦର ଜଙ୍ଗଲରେ ମାଓବାଦୀ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି । ବିସ୍ଫୋରଣରେ ୩ ଏସ୍ଓଜି ଯବାନ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ବାୟୁସେନା ହେଲିକପ୍ଟର ଯୋଗେ ବିଶାଖାପାଟଣା ସ୍ଥାନାନ୍ତର…

ଗଢ଼ଚିରୋଲି ନକ୍ସଲ ଆକ୍ରମଣରେ ୧୬ ଯବାନ ସହିଦ୍, ଖୁବ ଶୀଘ୍ର ନିଆଯିବ ପ୍ରତିଶୋଧ କହିଲେ ଡିଜିପି

ମହାରାଷ୍ଟ୍ର ଗଡ଼ଚିରୋଲିରେ ନକ୍ସଲଙ୍କ ତାଣ୍ଡବ। ଆଇଇଡି ବିସ୍ଫୋରଣରେ ୧୬ ଯବାନ ସହିଦ। ସି-୬୦ କମାଣ୍ଡୋ ଗାଡ଼ିକୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଛି। ଗଡ଼ଚିରୋଲିର କୁରଖୋ଼ଡା- କୋରଚି ରାସ୍ତାରେ ୧୬ଜଣ କମାଣ୍ଡୋଙ୍କୁ ନେଇ ଯାଉଥିବା ଗାଡ଼ିରେ ନକ୍ସଲମାନେ ଏହି ବିସ୍ଫୋରଣ ଘଟାଇଛନ୍ତି। ଗତ ୨ବର୍ଷରେ…

ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ କଲେ ଜଣଙ୍କୁ ହତ୍ୟା

ମାତିଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା । ମୃତକଙ୍କ ହେଲେ କନ୍ଧମାଳ ଫିରିଙ୍ଗିଆ ଥାନା ସୁମରବନ୍ଧ ପଞ୍ଚାୟତର ତିଲର ପାଙ୍ଗା । ତାଙ୍କୁ ପୋଲିସ ଇନଫର୍ମର ଭାବେ ହତ୍ୟା କରିଛନ୍ତି। ଗତ ୧୭ ତାରିଖ ଦିନ ମିଗୁନ ପଦର ନିକଟସ୍ଥ ରାବିଲିଦା ଘାଟି ନିକଟରେ ୩ଟି ପୋଲିଂ ଗାଡି…

ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ, ୨ ଯବାନ ସହିଦ

ଛତିଶଗଡ଼(କେନ୍ୟୁଜ୍) : ଛତିଶଗଡ଼ରେ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ। ଏଥିରେ ୨ ଯବାନ ସହିଦ। ଛତିଶଗଡ଼ ବିଜାପୁର ପାମେଡ଼ ଜଙ୍ଗଲରେ ଗୁଳି ବିନିମୟରେ ମାଓବାଦୀଙ୍କ ଗୁଳିରେ ୨ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନମାନେ କନେଷ୍ଟବଳ ଅରବିନ୍ଦ ମିଞ୍ଜ ଓ ଏଏସଆଇ ଶୁଖୁ ହାପକାବୋଲି…

ମାତିଲେ ମାଓବାଦୀ : ବନାଞ୍ଚଳ ଅଧିକାରୀଙ୍କ ୪ଟି ବନ୍ଧୁକ ଲୁଟ

ନୟାଗଡ଼ (କେନ୍ୟୁଜ୍) :ନୟାଗଡ଼ ବନାଞ୍ଚଳ ଅଧିକାରୀଙ୍କ କାର‌୍ୟ୍ୟାଳୟରୁ ବନ୍ଧୁକ ଲୁଟ୍ । ୪ଟି ବନ୍ଧୁକ ଲୁଟିନେଇଛନ୍ତି ମାଓବାଦୀ । ଏହାସହ ଦଶପଲ୍ଲା ବାଣୀଗୋଚ୍ଛା ପୂର୍ବ ରେଞ୍ଜ ଅଫିସରେ ଭଙ୍ଗାରୁଜା କରିଛନ୍ତି ଲାଲବାହିନୀ । ଘଟଣାସ୍ଥଳରୁ ମାଓ ପୋଷ୍ଟର ଜବତ ହୋଇଛି। ବନବିଭାଗ ଅଧିକାରୀ ଦଶପଲ୍ଲା…