ଛତିଶଗଡ଼ର ସୁକମାରେ ମାଓବାଦୀ- ପୋଲିସ ମୁହାଁମୁହିଁ ଘଟଣା, ଦକ୍ଷିଣ ସବ୍‌ ଜୋନାଲ ବ୍ୟୁରୋ ମାଓ ସଂଗଠନ କଲା ନିଜକୁ ଦାୟୀ

କେନ୍ୟୁଜ୍(ବ୍ୟୁରୋ):  ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର କାସଲପାଡ଼ରେ ମାଓବାଦୀ- ପୋଲିସ ମୁହାଁମୁହିଁ ଘଟଣାରେ ୧୭ ଜଣ ଯବାନ ସହିଦ ହେବା ଓ ୧୫ ଯବାନ ଆହତ ହେବା ଘଟଣାରେ ଦକ୍ଷିଣ ସବ୍‌ ଜୋନାଲ ବ୍ୟୁରୋ ମାଓ ସଂଗଠନ ସ୍ପଷ୍ଟ କରିଛି । ମାଓବାଦୀମାନେ ଗୋଟିଏ UBGL ସମେତ ୧୬ଟି ଅସ୍ତ୍ର ଲୁଟ୍‌ କରିଥିଲେ । ତେବେ ଘଟଣା ସ୍ଥଳରେ ମାଓବାଦୀ ଯବାନଙ୍କ ଉପରକୁ ଲଞ୍ଚର ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିବା ଦେଖିବାକୁ ମିଳିଛି। ଏନେଇ ବସ୍ତର ଆଇଜି ସୁନ୍ଦରରାଜ ପି. ସୂଚନା ଦେଇଛନ୍ତି।

naxal weapon

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.