କଟକରେ କ୍ରିକେଟ ବେଟିଂ ଅଭିଯୋଗରେ ୩ ଗିରଫ, ୫ ମୋବାଇଲ ଓ ଲାପଟପ ଜବତ

କଟକ ପୁରୀଘାଟ ଥାନା ପୋଲିସ କ୍ରିକେଟ ବେଟିଂ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ସେମାନେ ଅନଲାଇନ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର ବେଟିଂ ଲଗାଉଥିବା ପୋଲିସ ଜାଣିପାରି ସେମାନଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫ଟି ମୋବାଇଲ , ଦୁଇଟି ଲାପଟପ୍ ଜବତ ହୋଇଛି। ଏ ନେଇ କଟକ ଡିସିପି ସୂଚନା ଦେଇଛନ୍ତି। ସେମାନଙ୍କ ନାଁରେ ଅନ୍ୟ ଥାନାରେ ମଧ୍ୟ ମାମଲା ଥିବା ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.