Below header

ପୂଜାରେ ଘଟିଛି ଅନେକ ଅଘଟଣ, କେନ୍ଦୁଝରର ବିଭିନ୍ନ ସ୍ଥାନରେ ଦୁର୍ଘଟଣାରେ ୩ ମୃତ

କେନ୍ଦୁଝର(କେନ୍ଯୁଜ୍) : ଦଶହରାରେ ଅଘଟଣ। କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି। ସଦର ଥାନା ଜଡିଚାତର ନିକଟରେ ଦୁର୍ଘଟଣା ଘଟି ୨ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଶଙ୍କିର ଗାଁର ରଞ୍ଜୁ ନାୟକ ଓ ଦେବ ମୁଣ୍ଡା । ସେହିପରି ଅଞ୍ଜର ନିକଟରେ ଟ୍ରଲର ଓଲଟି ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.