Below header

ରାଇରଙ୍ଗପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩ଟି ବଡ଼ ଘୋଷଣା

ରାଇରଙ୍ଗପୁର (କେନ୍ୟୁଜ୍) : ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଇରଙ୍ଗପୁରରେ ସବ୍ଡିଭିଜନାଲ ହସ୍ପିଟାଲ ପାଇଁ ନିଷ୍ପତ୍ତି ହୋଇଛି । ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ହେବ । ପିପିପି ମୋଡରେ ହସ୍ପିଟାଲର ନିର୍ମାଣ କରାଯିବ । ସେହିପରି କ୍ରୀଡ଼ାର ବିକାଶ ପାଇଁ ଷ୍ଟାଡିୟମ କରାଯିବ । ରାଇରଙ୍ଗପୁର ପାଇଁ ଜଣେ ଅତିରିକ୍ତ ଜିଲ୍ଲାପାଳ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଆଜି ରାଇରଙ୍ଗପୁରରେ ଅନୁଷ୍ଠିତ ମିଶନ ଶକ୍ତି ସମାବେଶରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଶନ ଶକ୍ତିରେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.