Below header

ରାଉରକେଲା: ନଦୀରେ ଗାଧୋଇବା ହେଲା କାଳ, କୋଏଲ ନଦୀରେ ବୁଡ଼ି ୩ ନାବାଳକ ମୃତ

ରାଉରକେଲା(କେନ୍ୟୁଜ୍): ଅକାଳରେ ଚାଲିଗଲା ୩ ପିଲାଙ୍କ ଜୀବନ । ବୈକୁଣ୍ଠ ଘାଟ ନିକଟ କୋଏଲ ନଦୀରେ ବୁଡି ପ୍ରାଣ ହରାଇଛନ୍ତି ୩ ନାବାଳକ । ତେବେ ନଦୀ ପାଖ ଅଞ୍ଚଳର ପିଲା ନଦୀକୁ ଗାଧୋଇବାକୁ ଆସି ବୁଡି ଯାଇଥିବା ନେଇ ଅନୁମାନ କରାଯାଉଛି । ଏବେବି ତିନି ଜଣଙ୍କୁ ଚିହ୍ନଟ କରାଯାଇପାରି ନାହିଁ ।

drowning death 1

ସମସ୍ତ ନାବାଳକଙ୍କ ମୃତଦେହକୁ ରାଉରକେଲା ସରକାରୀ ଡାକ୍ତରଖାନା ମର୍ଗରେ ରଖାଯାଇଛି । କୋଏଲ ନଦୀ କୂଳରେ ତିନି ନାବାଳକଙ୍କ ଚପଲ ପଡିଛି । ପୋଲିସ ତିନି ପିଲାଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.