ବ୍ରହ୍ମପୁର(କେନ୍ଯୁଜ୍) : ବନ୍ୟା ପାଣିରୁ ଉଦ୍ଧାର ହେଲେ ୩ଜଣ ବ୍ୟକ୍ତି। ବ୍ରହ୍ମପୁର ନିକଟ ବାହୁଦା ନଦୀରେ ଭାସିଯାଉଥିବାବେଳେ ଏମାନଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ଏମାନଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ୧୭ଜଣଙ୍କୁ ଏକ ବୋଲୋରେରୁ ଉଦ୍ଧାର କରାଯାଇଛି। ବୋଲେରୋଟି ପ୍ରଖର ପାଣି ସ୍ରୋତରେ ଭାସି ଯାଉଥିଲା।