ଆଜି ରାଜ୍ୟରୁ ସୁସ୍ଥ ହେଲେ ୩୬୩ ଆକ୍ରାନ୍ତ, ସୁନ୍ଦରଗଡରୁ ସର୍ବାଧିକ

ଗତ ୨୪ ଘଣ୍ଟା ଭିତରେ ୩୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରିପୋର୍ଟ ଆସିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩
ଲକ୍ଷ ୨୦ ହଜାର ୯୪୭କୁ ବୃଦ୍ଧି ପାଇଥିବା ଜଣାଯାଇଛି । ଆଜିର ତାଲିକାରେ ୬୬ ସୁସ୍ଥଙ୍କ ସହ ଟପରେ ସୁନ୍ଦରଗଡ ଥିବା ବେଳେ ୪୬ ଜଣଙ୍କ ଦ୍ଵିତୀୟ ସ୍ଥାନରେ ଅଛି ଖୋରଧା ଜିଲ୍ଲା । ଯେବେକି ଷ୍ଟେଟ ପୁଲରୁ ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରିପୋର୍ଟ ଆସିଛି । ଆଜି ରାଜ୍ୟରୁ ସୁସ୍ଥ ହେଲେ ୩୬୩ ଆକ୍ରାନ୍ତ, ସୁନ୍ଦରଗଡରୁ ସର୍ବାଧିକ କମୁଛି କରୋନା ପ୍ରାଦୁର୍ଭାବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.