ଗାଧୋଉଥିବା ବେଳେ ବୁଡ଼ି ଗଲେ ପରିବାରର ୫ ସଦସ୍ୟ

ପୁରୀ ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ଗୋଟିଏ ପରିବାରର ୫ ଜଣ ଉଦ୍ଧାର । ୯ ନମ୍ବର ସେକ୍ଟରରେ ଗାଧୋଉଥିବା ବେଳେ ସେମାନେ ବୁଡ଼ିଯାଉଥିଲେ । ଗୋଟିଏ ପରିବାରର ୫ ଜଣଙ୍କୁ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ । ଏହାପରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି ।

ପୁରୀ (କେନ୍ୟୁଜ): ପୁରୀ ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ଗୋଟିଏ ପରିବାରର ୫ ଜଣ ଉଦ୍ଧାର । ୯ ନମ୍ବର ସେକ୍ଟରରେ ଗାଧୋଉଥିବା ବେଳେ ସେମାନେ ବୁଡ଼ିଯାଉଥିଲେ । ଗୋଟିଏ ପରିବାରର ୫ ଜଣଙ୍କୁ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ । ଏହାପରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି । ପୁରୀ ବୁଲିବାକୁ ଆସି ଆଜି ପୂର୍ବାହ୍ନରେ ଗାଧୋଉଥିଲେ । ଉଦ୍ଧାର ପର୍ଯ୍ୟଟକଙ୍କ ଘର ପଶ୍ଚିମବଙ୍ଗ ଉତ୍ତର ପ୍ରଗଣାରେ । ସେମାନେ ହେଲେ ରେଖା ମାହାଲି, ଦେବୀ ମାହାଲି, ସୁମିତ୍ରା ମାହାଲି, ସୁଦୀପ ମାହାଲି ଓ ପ୍ରସନ୍ନ ମାହାଲି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.