ବୌଦ୍ଧ ଜିଲ୍ଲା କଣ୍ଟାମାଳ ତେଲନଦୀରେ ଅଘଟଣ: ଡଙ୍ଗା ବୁଡି ୫ବର୍ଷୀୟ ଶିଶୁକନ୍ୟା ନିଖୋଜ, ୧୫ ସୁରକ୍ଷିତ ଉଦ୍ଧାର

କଣ୍ଟାମାଳ(କେନ୍ଯୁଜ୍): ବୌଦ୍ଧ ଜିଲ୍ଲା କଣ୍ଟାମାଳ ତେଲନଦୀରେ ଅଘଟଣ । ଡଙ୍ଗା ବୁଡି ୫ବର୍ଷୀୟ ଶିଶୁକନ୍ୟା ନିଖୋଜ । ୧୫ ସୁରକ୍ଷିତ ଉଦ୍ଧାର । ଗତକାଲି ଫୁଟବଲ ମ୍ୟାଚ୍‌ ଦେଖି ଫେରୁଥିବା ବେଳେ କଣ୍ଟାମାଳ କୁଲୁତାଜୋର ପଞ୍ଚାୟତ ତେଲନଦୀ ଫାସେଡ ଘାଟରେ ଡଙ୍ଗାଟି ବୁଡି ଯାଇଥିଲା ।

ଖବା ପାଇ ଦମକଳ ବାହୀନି ଓ ଓଡ୍ରାଫ୍‌ ଟିମ୍‌ ପହଞ୍ଚି ଖୋଜାଖୋଜି ଜାରି ରଖିଥିବା ସୂଚନା ଦେଇଛନ୍ତି ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଅଶୋକ ରଥ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.