ସକାଳୁ ସକାଳୁ OUATରେ ପହଞ୍ଚିଲେ 5T ସଚିବ ଭି.କେ ପାଣ୍ଡିଆନ୍
ଭୁବନେଶ୍ବର (କେନ୍ୟୁଜ୍) : OUATରେ 5T ସଚିବ ଭି.କେ ପାଣ୍ଡିଆନ୍ । ଆଜି ସକାଳୁ OUATରେ ପହଞ୍ଚି ଯାଇଥିଲେ 5T ସଚିବ । OUAT ଅଧିକାରୀଙ୍କ ସହ ଭିତ୍ତିଭୂମୀ ନେଇ ଆଲୋଚନା କରିଥିଲେ । ଏହା ସହ ହଷ୍ଟେଲ ଓ ମେସ୍ର ତଦାରଖ କରିଥିଲେ 5T ସଚିବ ।