ବ୍ରହ୍ମପୁର (କେନ୍ଯୁଜ୍): ବ୍ରହ୍ମପୁର ଜୁଭେନାଲ ଜେଲ୍ରୁ ୬ ଅନ୍ତେବାସୀ ଚମ୍ପଟ୍ ମାରିଛନ୍ତି। ଜଣେ ରାତି ଜଗୁଆଳୀକୁ ମାଡ ମାରି ଫାଟକ ଡେଇଁ ଚମ୍ପଟ୍ ମାରିଥିବା ଜଣଆପଡିଛି। ଖବର ପାଇ ପୋଲିସ ତନାଘନା ଜାରି ରଖିଛି।
ଅନ୍ତେବାସୀମାନେ କେଉଁ କେଉଁ ଅଞ୍ଚଳର ବୋଲି ତାହା ସ୍ପଷ୍ଟ ହୋଇନି। ବାଳ ସୁଧାର ଗୃହରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପହଞ୍ଚିଛନ୍ତି।