ଭୁବନେଶ୍ବର: ଆଜି ରାଜ୍ଯରେ ୬୭୩ କରୋନା ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୪୪୬ ଓ ସ୍ଥାନୀୟ ଅଞ୍ଚଳରୁ ୨୨୭ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ରେ ପହଞ୍ଚିଛି । ଗଞ୍ଜାମରୁ ସର୍ବାଧିକ ୨୩୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମୁଦାୟ ୨୩ଟି ଜିଲ୍ଲାରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 19th July
New Positive Cases: 673
In Quarantine: 446
Local Contacts: 227(Details of local contacts will be shared by concerned District Administration)
Dist Wise Cases
1. Angul: 4
2. Balasore: 13
3. Bargarh: 22
4. Bhadrak: 58
5. Cuttack: 32— I & PR Department, Odisha (@IPR_Odisha) July 20, 2020
6. Dhenkanal: 10
7. Gajapati: 15
8. Ganjam: 239
9. Jagatsinghpur: 36
10. Jajpur: 28
11. Jharsuguda: 14
12. Kandhamal: 44
13. Kendrapada: 4
14. Khurda: 58
15. Keonjhar: 24
16. Koraput: 41
17. Malkangiri: 4
18. Mayurbhanj: 1
19. Nayagarh: 4
20. Puri: 4
21. Sambalpur: 3— I & PR Department, Odisha (@IPR_Odisha) July 20, 2020
ଚିହ୍ନଟଙ୍କ ଭିତରୁ ଅନୁଗୁଳରୁ ୪, ବାଲେଶ୍ୱରରୁ ୧୩, ବରଗଡରୁ ୨୨, ଭଦ୍ରକରୁ ୫୮, କଟକରୁ ୩୨, ଢେଙ୍କାନାଳରୁ ୧୦, ଗଜପତିରୁ ୧୫, ଜଗତସିଂହପୁରରୁ ୩୬, ଯାଜପୁରରୁ ୨୮, ଝାରସୁଗୁଡାରୁ ୧୪, କନ୍ଧମାଳରୁ ୪୪, କେନ୍ଦ୍ରାପଡାରୁ ୪, ଖୋର୍ଦ୍ଧାରୁ ୫୮, କେନ୍ଦୁଝରରୁ ୨୪, କୋରାପୁଟରୁ ୪୧, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୧, ନୟାଗଡରୁ ୪, ପୁରୀରୁ ୪, ସମ୍ବଲପୁରରୁ ୩, ସୋନପୁରରୁ ୪ ଏବଂ ସୁନ୍ଦରଗଡରୁ ୧୧ଜଣ ଚିହ୍ନଟ ହୋଇଛନ୍ତି ।