ସୋରରେ ଜମିବାଡି ବିବାଦକୁ ନେଇ ହଣାକଟା, ୭ ଆହତ

ଖଣ୍ଡା, ଭୁଜାଲି ଆକ୍ରମଣରେ ଦୁଇ ପରିବାରର ୭ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସୋର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି l

ସୋର(କେନ୍ୟୁଜ୍): ବାଲେଶ୍ବର ସୋର ମୋହନପୁର ଗାଁରେ ଜମିବାଡି ବିବାଦକୁ ନେଇ ହଣାକଟା । ଖଣ୍ଡା, ଭୁଜାଲି ଆକ୍ରମଣରେ ଦୁଇ ପରିବାରର ୭ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସୋର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି l ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ କରି ତଦନ୍ତ କରୁଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.