ସୁବର୍ଣ୍ଣପୁର : ୭ କେଜି ଗଞ୍ଜେଇ ଜବତ, ୨ ଗିରଫ

ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗକୁ ପୁଣି ମିଳିଛି ସଫଳତା । ଆଜି ସକାଳୁ ଏକ ଟିମ ପେଟ୍ରୋଲିଙ୍ଗ କରୁଥିବା ବେଳେ ବୁଢାରାଜା ଛକ ନିକଟରେ ସନ୍ଦେହରେ ଏକ ହୋଣ୍ଡା ସାଇନ ବାଇକକୁ ଅଟକାଇ ଥିଲା ଓ ସେଥିରୁ ପଖାପାଖି ୭ କେଜି ଗଞ୍ଜେଇ ଧରିବାରେ ସଫଳ ହୋଇଛି ।

ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗକୁ ପୁଣି ମିଳିଛି ସଫଳତା । ଆଜି ସକାଳୁ ଏକ ଟିମ ପେଟ୍ରୋଲିଙ୍ଗ କରୁଥିବା ବେଳେ ବୁଢାରାଜା ଛକ ନିକଟରେ ସନ୍ଦେହରେ ଏକ ହୋଣ୍ଡା ସାଇନ ବାଇକକୁ ଅଟକାଇ ଥିଲା ଓ ସେଥିରୁ ପଖାପାଖି ୭ କେଜି ଗଞ୍ଜେଇ ଧରିବାରେ ସଫଳ ହୋଇଛି । ଏହି ହୋଣ୍ଡା ସାଇନ ବାଇକରେ ଥିବା ଦୁଇ ଜଣ ବ୍ୟକ୍ତଙ୍କୁ ଧରିଛି । ସେମାନେ ଦୁଇ ଜଣ ହେଲେ କେନ୍ଦୁଝର ଜିଲ୍ଲା ଚମ୍ପୁଆର ଭୁପେସ ମହନ୍ତ ଓ ଦେବାଷିସ ପ୍ରଧାନ ବୋଲି ଜଣାପଡିଛି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଅବକାରୀ ଆରକ୍ଷୀ ଅଧିକ୍ଷୀକା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.