Below header

ଚଣ୍ଡିଖୋଲ : ୮ ଫୁଟର ବିରଳ ଅଜଗର ଉଦ୍ଧାର

ଯାଜପୁର (କେନ୍ୟୁଜ୍) : ଚଣ୍ଡିଖୋଲସ୍ଥିତ ବନ ବିଭାଗ ଅଧିନସ୍ଥ ଦର୍ପଣ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଆଜି ସକାଳୁ ବନ ବିଭାଗ କର୍ମଚାରୀ ମାନେ ଏକ ବିରଳ ଅଜଗର ସାପକୁ ଉଦ୍ଧାର କରିଛନ୍ତି।ଏହି ସାପଟିର ବୟସ ୩ ରୁ ୪ ବର୍ଷ, ଓଜନ ୯.୨ କେଜି ହୋଇଥିବାବେଳେ ଲମ୍ବ ୮.୭ ଫୁଟ ବୋଲି ଫରେଷ୍ଟର ଶଶିଭୂଷଣ ବେହେରା କହିଛନ୍ତି।

snake2 ଏହି ସାପଟି ପ୍ରଚଣ୍ଡ ଖରାରେ ଶୋଷ ମେଣ୍ଟାଇବା ପାଇଁ ନିକଟସ୍ଥ ଜଙ୍ଗଲରୁ ଗଡି ଆସି ଜନବସତି ସ୍ଥାନକୁ ପହଁଚି ଯାଇଥିଲା। ସେହି ସାପଟି ଏକ ବିରଳ ପ୍ରଜାତିର ହୋଇଥିବାବେଳେ ଏବେ ସୁସ୍ଥ ଅଛି। ସାପଟିକୁ ନେଇ ତେଲିଗଡ ପାହାଡ ନିକଟରେ ଛଡାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.