ପୁରୀରୁ ରାଜସ୍ଥାନ ଫେରିଲେ ୮ ଜଣ ପ୍ରବାସୀ ଶ୍ରମିକ

ପୁରୀ: ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକଙ୍କୁ ଓଡ଼ିଶାକୁ ଫେରାଇ ଆଣିବାକୁ ସରକାର ଉଦ୍ୟମ ଆରମ୍ଭ କରିଥିବା ବେଳେ ପୁରୀକୁ କାମ କରିବାକୁ ଆସି ଫସିଥିବା ରାଜସ୍ଥାନର ୮ ଜଣ ଶ୍ରମିକ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗ୍ରୀନ୍‌ ଜୋନ୍‌ରେ ସୁରକ୍ଷିତ ଥିବା ଏହି ଶ୍ରମିକ ଏକ ମିନି ବସ୍‌ ଯୋଗେ ରାଜସ୍ଥାନକୁ ଫେରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.