ଭୁବନେଶ୍ୱରରେ ୮୫% ଆଦ୍ରତା ଯୋଗୁ ଅସହ୍ୟ ଗୁଳୁଗୁଳି, ସକାଳ ସାଢେ ୮ ସୁଦ୍ଧା ତାପମାତ୍ରା ୩୧ଂ ରେକର୍ଡ
ପୁଣି ତାତିଲା ଭୁବନେଶ୍ୱର। ସକାଳୁ ରାଜଧାନୀରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି। ସକାଳ ସାଢେ ୮ ସୁଦ୍ଧା ତାପମାତ୍ରା ୩୧ଂ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୮୫% ଆଦ୍ରତା ଯୋଗୁ ଅସହ୍ୟ ଗୁଳୁଗୁଳି ହେଉଛି।
ଭୁବନେଶ୍ୱର(କେନ୍ୟୁଜ୍): ପୁଣି ତାତିଲା ଭୁବନେଶ୍ୱର। ସକାଳୁ ରାଜଧାନୀରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି। ସକାଳ ସାଢେ ୮ ସୁଦ୍ଧା ତାପମାତ୍ରା ୩୧ଂ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୮୫% ଆଦ୍ରତା ଯୋଗୁ ଅସହ୍ୟ ଗୁଳୁଗୁଳି ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। କିଛି ଦିନର ଆଶ୍ୱସ୍ତି ପରେ ପୁଣି ଥରେ ଅସହ୍ୟ ଗରମ କଲବଲ କରିପକାଉଛି।